ସାପଫଣାର ଆଶ୍ରାରେ

ସାପଫଣାର ଆଶ୍ରାରେ ମୁଁ।
ମୋଠି ଖାଲି ମରିଚିକାର ହାୱା
ବେକୂଳରେ ବିକଳରେ ମୁଁ କଟାଉଛି ଦିନରାତି।
ଖୋଜି ଖୋଜି ଶ୍ଳୋକ ଜୀବନର
ମୁଁ ଅଛି ଏଠି କୋହରେ କୁହୁଡିରେ।
ବାଟ ହଜୁଛି କେମିତି ନାହିଁ ଜଣା ମତେ।
ଲଟକିଛି ତ କଂଟାବାଡରେ ମୁଁ।

by Gajanan Mishra

Comments (0)

There is no comment submitted by members.