ଶବ୍ଦସବୁ କବିତାରେ All Words In Poetry

ଝଲସନ୍ତି ଶବ୍ଦସବୁ
କବିତାରେ ରାତିଦିନ
ସୂର୍ଯ୍ୟଚନ୍ଦ୍ର ହୋଇ ଏକାଠି,
ପଡେ ନା କେବେ ବି
ଗ୍ରହଣ ଏଠି ।

English rendering;

The words dazzle
Day and night
Like the sun and
The moon in poetry
And no eclipse here.

by Gajanan Mishra

Comments (0)

There is no comment submitted by members.