(13th October 1961 / Accra, GHANA)

ପାନ୍ଥଶାଳା-003 (Pantha Shala-03/Odia Poem)

ତୁମରି ଛୁଆଁ ର କାଉଁରୀ ପରଶ

ଆଣୁଥିଲା ଜହ୍ନ ରାତି,

ମାଟି ରୁ ଆକାଶ, ମନ ରୁ ଅଗଣା

ଭରୁଥିଲା ମଧୁ ଗୀତି ।


ଜୋଛନା ମଦିରା ପ୍ରୀତି ପିଆଲା ରେ

ନୀଳ ଜହ୍ନ, ଢାଳୁଥିଲା-

ପ୍ରେମ ରଂଗ ଥିଲା ମନ ରେ ମନ ରେ

ଆଜି ରିକ୍ତ ପାନ୍ଥଶାଳା ।।

User Rating: 5,0 / 5 ( 8 votes )

Pablo Neruda

If You Forget Me

Comments (0)

There is no comment submitted by members.