କିନ୍ତୁ ହେଲା ଯାହାbut What Has Happened

କହି ନ ଥାନ୍ତା ଯୋଉଟା
ଦେଲା କହି।

କହିଲା କଣ ବୁଝିବାକୁ ନ ଯାଇ
ସମସ୍ତେ ବାଇ।

ଝଡିଗଲା ବି ପତ୍ର ଅବଶ୍ୟ
ଦୋଷ ଲଦି ଦିଆଗଲା ଋତୁ ଉପରେ।

ଆଉ ଋତୁ ଚାଲିଲା ନିଜ ବାଟରେ
ନ କହି କାହାକୁ ପଦୁଟିଏ।

କାବା ହେଲେ କେହି
ନୁହେଁ ସେ କଥା।

କିନ୍ତୁ ହେଲା ଯାହା
ଭାଗିଦାର ରହିଲେ ସେଥିରେ
ଅସଲ ସେଇଟା।

by Gajanan Mishra

Comments (0)

There is no comment submitted by members.