(3rd April 19sixty / Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India)

ମାଟି ମାକୁ ପ୍ରମାଦ Danger To Land And Mother

ଆଦର୍ଶ, କହିଲେ କଣ?
ବୁଝିଲେ କିଏ ଆଉ କଣ?

ଆଦର୍ଶ, କଲେ ଯୋଉ ବ୍ୟବସ୍ଥା।
ଠିକ୍ ଠିକଣା ନାହିଁ ଅବସ୍ଥା।

ଆଦର୍ଶ, ଦେଲେ ବିଦ୍ୟା,
ଗଲା ହଜି ବଂଶ ପରଂପରା ସାଧୁତା।

ଆଦର୍ଶ, ନ ଛାଡ ନିଜର ସ୍ୱଭାବ,
ହେଉ ପଛେ ହେଲେ ଜାତିଟା ନଷ୍ଟ।

ଆଦର୍ଶ, ପିତାପୁତ୍ର ସମ୍ୱାଦ,
ମାଟି ମାକୁ ପ୍ରମାଦ।

by Gajanan Mishra

Comments (0)

There is no comment submitted by members.