ମହାବିପଦ Great Danger

ତଥାପି ରହିଗଲା ବହୁତ ବାଟ,
ସରିଗଲା ସମୟ।

ହିସାବ କରିବା ଏକାଠି ବସି
ଆସୁ ରବିବାର ସକାଳ।

ଗାଇବା ଗୀତ
କହିବା କାହାଣୀ,
ହୁଁ ହୁଁ କରୁଥିବ ବୁଢୀଅସୁରୁଣୀ।

ବାଟରେ ଘାଟରେ
ଆଉ ଯୋଉଠି ଯାହା
କରିବା ଘୋଷଣା
ଅଛ ଯିଏ ଯୋଠି
ଥାଅ ସତର୍କ।

ମହାବିପଦ ଆଗକୁ।

by Gajanan Mishra

Comments (0)

There is no comment submitted by members.