ମୋ ଶବ୍ଦର ଶକ୍ତିରେ On The Strength Of My Words

ମୁଁ କବି, ଆସି ପାରନ୍ତି ନି
ମୋ ପାଖକୁ ଅନ୍ଧାର ଧରି,
ରାହୁ କି କେତୁ କେହି,
ମୋ ଶବ୍ଦର ଶକ୍ତିରେ
ଝଲସୁଥାନ୍ତି ଶତ୍ରମିତ୍ର ସମସ୍ତେ ।

English rendering;

I am a poet
No Rahu no Ketu
Comes to me with darkness,
On the strength of my words
All dazzle, enemy and friends.

by Gajanan Mishra

Comments (0)

There is no comment submitted by members.