ମଣିଷ ଧର୍ମ Human - Religion

ଆଜିର ସକାଳ
ଘୋର ଅନ୍ଧାର,
ସଭିଙ୍କଠି
ମାୟାମୋହ।

ଅପବାଦ ଅହଙ୍କାର
ଆଉ ମନ୍ଦ କର୍ମ,
ପାଳନ କରିବାକୁ
ମନ ନାହିଁ ମଣିଷ ଧର୍ମ।

by Gajanan Mishra

Comments (1)

This is beautiful. the author shows not olny love and unextuguishable pride for america. but also puts a spin about JFK that i find just lovely.