(3rd April 19sixty / Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India)

ଓଁଙ୍କାର ବୀଜ Seeds - Om

ନ ହେବି କେମିତି ମାଟି,
ମୋ ଉପରେ ତୁମର ଅଛି ଯେ ଠିଆ ହେବାର!
ନ ହେବି କେମିତି ଆକାଶ
ରହିବ କେମିତି ନ ହେଲେ ମୋର ହୋଇ!

ପବନ ଟିକକ ଯାହା ହେଉଥିବେ ଏପଟ ସେପଟ
କହିବାକୁ ଆଲୁଅର କଥା ପାଣି ଭିତରେ
ଆଉ ପାଣି ବାହାରେ।
ମୁଁ ହେଉଥିବି ମୋଠି ଓଁଙ୍କାର ବୀଜ।

by Gajanan Mishra

Comments (0)

There is no comment submitted by members.