ବାଛ ଗୋଟିଏ Select One

ବାଛ ଗୋଟିଏ
ଟିଭି ଆଉ ଫ୍ରିଜ ଭିତରୁ।

ପଚାର ନି ଦାମ୍ କେତେ କାହାର।

ବାଛିବ ଯୋଉଟା ସେଇଟା
ଲୋଡ ହେବ ନାଇଁ ଏମିତି।

ତୁମ ବାଛିବା ଉପରେ
ଆଉ କାହାର ଅଛି ନଜର
ଭାବ ନା ।

ବାଛି ଜାଣିବା ଅବଶ୍ୟ ଅଭ୍ୟାସ
ନାଇଁ କରୁ ନି।

କିନ୍ତୁ ତୁମେ ଜାଣ ବାଛି
ଜାଣନ୍ତି କେତେକ।

ଆଉ ଯେତେ ନ ଜାଣନ୍ତି
ଜଣେଇଦେବାକୁ ଅଛି ମୁଁ।

by Gajanan Mishra

Comments (0)

There is no comment submitted by members.