ନେଇଁ କହ କିଛୁ ଆରୁ Tell Not Anything More

ଇତିହାସ କାଣା ଆଏ?

ଖାଲି ହାତେ ଥିବାର କବି
କହି ପାରବା କାଏଁ?

କବି ନେଇଁ ଜାନି
ଛୁରା ମାରି କାହାକେ
ପଛଆଡୁ।

ପଛ କାଣା ଆଗ କାଣା
ଜାନିଛେ କବି ଅଏନ କରି।

କବି କହେସି ପଥର କେ ପଥର୍
ଆରୁ ଠିଆ ହେସି ପାଏନ ଭିତରେ
ଟେକି ଧରବାରକାଜେ ଉଜାଲା।

ଧୁକାଗରେଲକେ ଥପେଇଦେସି କବି
ଆରୁ ଯାଏସି ଭାଗି ଛିନଛାନ କାହିଁରଟା କାହିଁ
ଧରି ନେଇଁ ହୁଏ ଶିରଗୁଚ୍ଛା।

କବି ଆଏ ବୁଆ।ନେଇଁ କହ କିଛୁ ଆରୁ।

by Gajanan Mishra

Comments (0)

There is no comment submitted by members.